ଅପରାଧ ଚୋରା ମଦବେପାରୀ ଉପରେ ତିର୍ତ୍ତୋଲ ପୋଲିସର ଚଢାଉ : ୭୫ଲିଟର ମଦ ଜବତ, ୨ ଗିରଫ ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ଥାନା ଅଞ୍ଚଳରେ ଛତୁ ଫୁଟିଲା ପରି ଚୋରା ମଦବେପାର ଚାଲିଥିବା ବେଳେ ଅବକାରୀ ବିଭାଗର କାଁ ଭାଁ ଧରପକଡକୁ ନେଇ…