ଛାତ୍ରଛାତ୍ରୀଙ୍କୁ କରୋନା ପଜେଟିଭ

ଲାଇକେରା, ସୁନ୍ଦରଗଡ଼ ଜିଲ୍ଲା ଲଇକେରା ବ୍ଲକର  ୩ଟି ସ୍କୁଲରେ ୧୯ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ବ୍ଲକ ଶିକ୍ଷା ନିରୀକ୍ଷକ ଉଚ୍ଚ କର୍ତ୍ତୁପକ୍ଷକଙ୍କୁ…