ଆଜିର ଖବର ଏବେ ଜଖପୁରା ଷ୍ଟେସନରେ ରହଣି କରିବନାହିଁ ଏହି ଯାତ୍ରୀବାହୀ ଟ୍ରେନ୍: ଦେଖନ୍ତୁ ତାଲିକା ଭୁବନେଶ୍ୱର: ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ଜଖପୁରା-ଯାଜପୁର କେନ୍ଦୁଝର ରୋଡ୍ ମଧ୍ୟରେ ତୃତୀୟ ରେଳ ଲାଇନର କାର୍ଯ୍ୟକ୍ଷମତା ସହିତ ଜଖପୁରା ଷ୍ଟେସନରେ ଆଧୁନିକୀକରଣ କାର୍ଯ୍ୟ ଏବଂ କାର୍ଯ୍ୟାନୁଷ୍ଠାନଗତ…