ଅପରାଧ ପୂର୍ବତନ ସାଂସଦଙ୍କ ହତ୍ୟା ମାମଲା: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡୀଙ୍କ ଦାଦାଙ୍କୁ ଗିରଫ କଲା ସିବିଆଇ ନୂଆଦିଲ୍ଲୀ: ପୂର୍ବତନ ସାଂସଦ ବିବେକାନନ୍ଦ ରେଡ୍ଡୀଙ୍କ ହତ୍ୟା ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଦାଦା ୱାଇ.ଏସ୍ ଭାସ୍କର ରେଡ୍ଡୀଙ୍କୁ…