ଆଜିର ଖବର ଯଦି ମୋଦି ଲୋକାର୍ପଣ କରନ୍ତି ତେବେ ମୁଁ ତାଳି ବଜାଇବି କି?: ଶଙ୍କରାଚାର୍ଯ୍ୟ ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲଲାଙ୍କ ପୂଜାର୍ଚ୍ଚନା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ସେପଟେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନା କରିଦେଇଛନ୍ତି ପୁରୀର…