ଆଜିର ଖବର କରୋନା ସମୟରେ ଜନମଙ୍ଗଳାକାରୀ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଲେ ପ୍ରିୟଙ୍କା ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଯୋଗୁଁ ଲୋକଙ୍କ ସମସ୍ୟାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ଚିନ୍ତା ପ୍ରକଟ କରିଛନ୍ତି। ଏହି ମହାମାରୀ ସମୟରେ ଲୋକଙ୍କ…