ଆଜିର ଖବର ଏବେ ବ୍ୟାଙ୍କରୁ ଋଣ ପାଇବା ହେବ ସହଜ: କମନ୍ ଆପ୍ଲିକେସନ୍ ଜର୍ନି ଷ୍ଟାର୍ଟଅପ୍ ଆରମ୍ଭ କଲା ଅର୍ଥ ମନ୍ତ୍ରଣାଳୟ ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଆର୍ଥିକ ସେବା ବିଭାଗ ଆଜି ନୂଆଦିଲ୍ଲୀର ଜନସମର୍ଥ ପୋର୍ଟାଲରେ କମନ୍ ଆପ୍ଲିକେସନ୍ ଜର୍ନି ଷ୍ଟାର୍ଟଅପ୍ ଆରମ୍ଭ କରିଛି। ସରକାରୀ କ୍ଷେତ୍ରର…