ନିର୍ବାଚନ ଖବର ଜାମ୍ମୁକାଶ୍ମୀର ନିର୍ବାଚନ ପ୍ରଚାର ବେଳେ ପାକିସ୍ଥାନକୁ ମୋଦି କହିଲେ ‘ନୂଆ ଭାରତ ଘରେ ପଶି ମାରେ’ ଭୁବନେଶ୍ବର: ଆଜି ଜାମ୍ମୁକାଶ୍ମୀରରେ ପ୍ରଧାନମନ୍ତ୍ରୀ ରାଜ୍ୟର ଶେଷ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ସେ ଏମ ଷ୍ଟାଡିୟମରେ ଆୟୋଜିତ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ…