ଜରୁରୀ ମାମଲା

କଟକ: ଓଡିଶା ହାଇକୋର୍ଟକୁ ସଂପୂର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି। ମେ’ ୨୦ ତାରିଖରୁ ୨୭ ତାରିଖ ଯାଏଁ ହାଇକୋର୍ଟକୁ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି। ହାଇକୋର୍ଟରେ କରୋନା…