ଆଜିର ଖବର ଜଳ ପ୍ରପାତରେ ପଡି ଯୁବକଙ୍କ ମୃତ୍ୟୁ: ଦୁଇ ଦିନ ପରେ ଉଦ୍ଧାର ହେଲା ମୃତ ଦେହ କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୂଆମୁଳ ରାମପୁର ବ୍ଲକ ପାଡେପଦର ଗ୍ରାମ ପଞ୍ଚାୟତର ଖମାରପଦର ଗ୍ରାମର ଭୁତଗୁଡା ଠାରେ ଥିବା ଜଳ ପ୍ରପାତରେ ପଡି ଯୁବକଙ୍କ ମୃତ୍ୟୁ ଘଟିଛି। …