ଅନ୍ତରାଷ୍ଟ୍ରୀୟ ଆମେରିକା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ଜାଳବାୟୁ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ ନୂଆଦିଲ୍ଲୀ, ଜଳବାୟୁ ପ୍ରସଙ୍ଗରେ ନେତୃବର୍ଗଙ୍କ ଶିଖର ସମ୍ମିଳନୀ ଆସନ୍ତା ଏପ୍ରିଲ ୨୨ ଏବଂ ୨୩ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମେରିକାର…