ଆଜିର ଖବର “ଯୁଦ୍ଧ ମଧ୍ୟରେ ଗାଜାକୁ ୩୮ ଟନ୍ ଖାଦ୍ୟ, ଚିକିତ୍ସା ଉପକରଣ ପଠାଯାଇଛି”: ଜାତିସଂଘରେ କହିଲା ଭାରତ ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ଡିଆରପି ରାଷ୍ଟ୍ରଦୂତ ଆର ରବିନ୍ଦ୍ର, “ପାଲେଷ୍ଟାଇନ ସମେତ ମଧ୍ୟ ପୂର୍ବର ସ୍ଥିତି” ଉପରେ ଜାତିସଂଘ ସୁରକ୍ଷା ପରିଷଦରେ ଖୋଲା ବିତର୍କରେ ଭାରତର ପ୍ରତିନିଧିତ୍ୱ…