ଅନ୍ତରାଷ୍ଟ୍ରୀୟ ଜନସଂଖ୍ୟା ଦୃଷ୍ଟିରୁ ଚୀନ୍କୁ ପଛରେ ପକାଇଲା ଭାରତ: ଜାତିସଂଘର ରିପୋର୍ଟ ନୂଆଦିଲ୍ଲୀ: ମିଳିତ ଜାତିସଂଘର ତଥ୍ୟ ଅନୁଯାୟୀ ଭାରତର ଜନସଂଖ୍ୟା ୧୪୨.୮୬ କୋଟିକୁ ବୃଦ୍ଧି ପାଇଛି ଏବଂ ଏହା ଚାଇନାକୁ ପଛରେ ପକାଇ ଦୁନିଆର ସବୁଠାରୁ ଜନବହୁଳ ଦେଶ…