ଆଜିର ଖବର ମୟୂରଭଞ୍ଜରେ ପିଏମ୍ ବିଶ୍ୱକର୍ମା-ଜାତୀୟ ଏସସି-ଏସଟି ହବ୍ ଉପରେ ସମ୍ମିଳନୀ ଆୟୋଜିତ ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ସମ୍ମିଳନୀ କକ୍ଷ ଠାରେ ପିଏମ ବିଶ୍ୱକର୍ମା-ଜାତୀୟ ଏସସି-ଏସଟି ହବ୍ ଉପରେ ଏକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଲଘୁ,…