ଆଜିର ଖବର ଫ୍ରାନ୍ସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଜାତୀୟ ପ୍ୟାରେଡରେ ସ୍ୱତନ୍ତ୍ର ଅତିଥି ଭାବେ ଦେବେ ଯୋଗ ନୂଆଦିଲ୍ଲୀ: ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସମ୍ପର୍କ କ୍ରମାଗତ ଭାବେ ମଜବୁତ ହେଉଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୪ ତାରିଖରେ ପ୍ୟାରିସରେ ଆୟୋଜିତ…