ଆଜିର ଖବର ପ୍ରଥମ ଥର ପାଇଁ ଓଡ଼ିଶାରେ ହେବ ଜାତୀୟ ମେଡ଼ିଏସନ୍ କର୍ମଶାଳା: ଆଇନ ମନ୍ତ୍ରୀ କଲେ ସମୀକ୍ଷା ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ଜାତୀୟ ମେଡ଼ିଏସନ୍ କର୍ମଶାଳା। ଏହାକୁ ସଫଳ କରିବା ପାଇଁ ଲୋକସେବା ଭବନ ସ୍ଥିତ ଆଇନ ବିଭାଗର…