ଜାତୀୟ ଖବର ହିନ୍ଦୁ ଧର୍ମକୁ ନେଇ କଣ କହିଲେ ଜାଭେଦ ଅଖତର, ଯାହାକୁ ନେଇ ଚାଲିଛି ଚର୍ଚ୍ଚା ନୂଆଦିଲ୍ଲୀ: ବରିଷ୍ଠ କବି ତଥା ଗୀତିକାର ଜାଭେଦ ଅଖତର ଗୁରୁବାର ହିନ୍ଦୁ ସମ୍ପ୍ରଦାୟକୁ ସହିଷ୍ଣୁ ବୋଲି ପ୍ରଶଂସା କରିବା ସହ ହିନ୍ଦୁ ସଂସ୍କୃତି ଓ ପରମ୍ପରା ଯୋଗୁଁ…