ଜିଏସଏମଏ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱକୁ ବିଶ୍ୱସ୍ତରରେ ସମ୍ମାନ ମିଳିଛି। ଜିଏସଏମ ଆସୋସିଏସନ ପକ୍ଷରୁ ଭାରତକୁ ଜିଏସଏମଏ ଗଭର୍ଣ୍ଣମେଣ୍ଟ ଲିଡରସିପ୍‌ ପୁରସ୍କାର- ୨୦୨୩ ପ୍ରଦାନ କରାଯାଇଛି।…