ଜାତୀୟ ଖବର ଜିଏସଟି ପ୍ରଦାନକାରୀଙ୍କ ପାଇଁ ଖୁସି ଖବର, ଶ୍ରେଷ୍ଠ କରଦାତାଙ୍କୁ କେନ୍ଦ୍ର ସରକାର କରିବେ ସମ୍ମାନିତ ନୂଆଦିଲ୍ଲୀ, ଜିଏସଟି ସଫଳତାରେ ସହଯୋଗ କରିଥିବା ଟିକସଦାତାଙ୍କୁ ସମ୍ମାନିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଜିଏସ୍ଟି 1 ଜୁଲାଇ 2017 ରୁ କାର୍ଯ୍ୟକାରୀ କରାଯାଇଛି। ଏହି ସମୟ…