ଆଜିର ଖବର ଜିନ୍ଦଲ ପ୍ଲାଣ୍ଟରେ ବିସ୍ପୋରଣ, ନିଆଁ ଆୟତାଧିନ, କେହି ମୃତାହତ ହୋଇ ନ ଥିବା ସୂଚନା ଭୁବନେଶ୍ବର: ଆଜି ସଂଧ୍ୟାରେ ଅନୁଗୁଳସ୍ଥିତ ଜିନ୍ଦଲ ପ୍ଲାଣ୍ଟରେ ଏକ ବିସ୍ପୋରଣ ଘଟି ନିଆଁ ଲାଗିଯାଇଥିବାର ଜଣାପଡିଛି। ସ୍ଥାନୀୟ ଲୋକଙ୍କ ଅନୁସାରେ ଜିନ୍ଦଲ ପ୍ଲାଣ୍ଟ ଭିତରେ ଏକ ବଡ…