ଆଜିର ଖବର ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ନେଇ ମାର୍ଚ୍ଚ ୫ ରେ ହେବ ଜନଶୁଣାଣି: ସମାଜବାଦୀ ପାର୍ଟିର ସ୍ୱାଗତ ଭୁବନେଶ୍ୱର: ଆଜି ଓଡ଼ିଶା ହାଇକୋର୍ଟ ପକ୍ଷରୁ ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ସ୍ଥାନ ଢିଙ୍କିଆରେ ପୁନଶ୍ଚ ଜନଶୁଣାଣି କରିବା ପାଇଁ ହାଇକୋର୍ଟ ଦେଇଥିବା ଆଦେଶକୁ ସମାଜବାଦୀ ପାର୍ଟି ଓଡ଼ିଶା…