ଅନ୍ତରାଷ୍ଟ୍ରୀୟ ପାକିସ୍ତାନକୁ ୭୪ ରନରେ ପରାସ୍ତ କଲା ଇଂଲଣ୍ଡ: ଅଲି ରବିନ୍ସନ୍ ଏବଂ ଜିମି ଆଣ୍ଡରସନଙ୍କ ଘାତକ ବୋଲିଂ ନୂଆଦିଲ୍ଲୀ: ରାୱଲପିଣ୍ଡି ଟେଷ୍ଟରେ ପାକିସ୍ତାନକୁ ଇଂଲଣ୍ଡ ପରାସ୍ତ କରିଛି। ଏହି ମ୍ୟାଚ୍ରେ ପାକିସ୍ତାନକୁ ୭୪ ରନରେ ପରାଜୟର ସାମ୍ନା କରିବାକୁ ପଡିଛି। ଏହିପରି ଇଂଲଣ୍ଡ ଦଳ ୩…