ଆଜିର ଖବର ରାୟଗଡାରେ ମୁଖ୍ୟମନ୍ତ୍ରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ରାୟଗଡା: ରାୟଗଡା ଜିସିଡ଼ି ହାଇସ୍କୁଲ ପଡିଆରେ ଆୟୋଜିତ ୧୫ ବର୍ଷରୁ କମ ଅନ୍ତଃ ଜିଲ୍ଲା ମୁଖ୍ୟମନ୍ତ୍ରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ରାୟଗଡା ଏକଲବ୍ୟ…