ଆଜିର ଖବର ଦୁଗ୍ଧ ଚାଷୀଙ୍କ ପାଇଁ ଜୀବନ ବୀମା କରିଲା ଓମଫେଡ୍ ଭୁବନେଶ୍ୱର: ଓମଫେଡର 114 ତମ ପରିଚାଳନା ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଆଜି ଭୁବନେଶ୍ୱର ସହିଦ ନଗରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଓମଫେଡ୍ ଅଧ୍ୟକ୍ଷ ଶ୍ରୀ କିଶୋର…