ଆଜିର ଖବର ଜୀବନଶୈଳୀର ପରିବର୍ତ୍ତନ ଏବଂ ମାନସିକ ଚାପ ନିୟନ୍ତ୍ରଣ ଦ୍ୱାରା ହୃଦ୍ଘାତକୁ ଏଡାଇହେବ: ବିଶେଷଜ୍ଞ ଭୁବନେଶ୍ୱର: କରୋନା ମହାମାରୀ ମଣିଷର ସ୍ୱାସ୍ଥ୍ୟଗତ ବ୍ୟବସ୍ଥାକୁ ବିଗାଡି ଦେଇଛି। ଏଭଳି ପରିସ୍ଥିତିରେ ଜୀବନଶୈଳୀରେ ପରିବର୍ତନ ଏବଂ ମାନସିକ ଚାପ ନିୟନ୍ତ୍ରଣ ଦ୍ୱାରା ହିଁ ହୃଦଘାତ ଭଳି…