ଅପରାଧ ବନ୍ଧୁକ କାରବାର କରୁଥିବା ବେଳେ ଦୁଇ ଯୁବକ ଗିରଫ: ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ (କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଧରାକୋଟ ଥାନା ଅର୍ନ୍ତଗତ ଢଉ ଗାଁ ଛକରେ ଦୁଇ ଯୁବକ ବନ୍ଧୁକ କାରବାର କରୁଥିବା ବେଳେ ଦୁଇ ଯୁବକଙ୍କୁ ପୋଲିସ ଗିରଫ…