ଆଜିର ଖବର ଜୁଆର ରୋକିବାକୁ ରାଜ୍ୟ ସରକାରଙ୍କ ଦୀର୍ଘମିଆଦି ଯୋଜନା: ୩୮୦ କିମି ପର୍ଯ୍ୟନ୍ତ ନିର୍ମାଣ ହେବ ପଥର ବନ୍ଧ ଭୁବନେଶ୍ବର: ସମୁଦ୍ର ଜୁଆର ରୋକିବା ପାଇଁ ରାଜ୍ୟ ସରକାର ଏକ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରିଛନ୍ତି। ବନ୍ୟା ମୁକାବିଲା ପାଇଁ ସମୁଦ୍ର ତଟରେ ପଥର ବନ୍ଧ ପାଇଁ…