ଆଞ୍ଚଳିକ ଚାଷୀଙ୍କ ସୁବିଧା ପାଇଁ କାର୍ଯ୍ୟ କରୁ ନାହାନ୍ତି ଜୁନାଗଡ କାଡା ଜେଇ, ଚାଷି ପଚାରିଲେ ଧମକ ଦେଉଥିବା ଅଭିଯୋଗ ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ରେ ଇନ୍ଦ୍ରାବତୀ କମାଣ୍ଡ ଏରିଆ ଉନ୍ନୟନ ଏଜେନ୍ସି ( କାଡା) ତରଫରୁ ଇନ୍ଦ୍ରାବତୀ ଆୟାକଟ ଅଂଚଳରେ ଚାଷୀ ମାନଙ୍କ…