ଆଜିର ଖବର “ଭବିଷ୍ୟତରେ ସଂଘର୍ଷର ଟ୍ରେଲର ଦେଖାଯାଉଛି”: ଚୀନ୍ ଏବଂ ପାକିସ୍ଥାନକୁ ନେଇ କହିଲେ ସେନା ମୁଖ୍ୟ ନୂଆଦିଲ୍ଲୀ: ଭାରତ ପୂର୍ବରୁ ଚୀନ୍ ଏବଂ ପାକିସ୍ତାନ ଦ୍ଵାରା ସୃଷ୍ଟି ହୋଇଥିବା ସୁରକ୍ଷା ଆହ୍ଵାନ ଉପରେ ଆର୍ମି ଚିଫ୍ ଜେନେରାଲ୍ ଏମ୍ ନରଭନେ ଏକ ବୟାନ ଦେଇଛନ୍ତି।…