ଜୋରହାଟ ବଜାର

ଜୋରହାଟ: ଆସାମର ଜୋରହାଟ ଜିଲ୍ଲାର ଏକ ବଜାରରେ ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ​​ଯେଉଁଥିରେ ଅତି କମରେ ୧୫୦ ଟି ଦୋକାନ ଜଳି ଯାଇଥିଲା।…