ଆଜିର ଖବର ନବ ନିର୍ବାଚିତ ସଦସ୍ୟମାନଙ୍କ ନିମନ୍ତେ “ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ” ଗଣତନ୍ତ୍ର ପାଇଁ ଶୁଭଙ୍କର: ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର: ଗତକାଲି ଠାରୁ ୨ ଦିନ ଧରି ବିଧାନସଭା ତରଫରୁ ଓଡିଶା ବିଧାନସଭାର ନବ ନିର୍ବାଚିତ ବିଧାୟକ ଓ ବିଧାୟିକାମାନଙ୍କ ନିମନ୍ତେ “ଜ୍ଞାନସଂସ୍କାର କାର୍ଯ୍ୟକ୍ରମ” ଆୟୋଜିତ କରାଯାଇଥିଲା।…