ଧର୍ମ ଆଜି ହେଉଛି ପବିତ୍ର ‘ଜୟା ଏକାଦଶୀ’, ଏହା କଣ ପାଇଁ ପାଳନ ହୁଏ ଜାଣିଲେ ହେବେ ଆଶ୍ଚର୍ଯ୍ୟ ଭୁବନେଶ୍ବର, ମାଘ ମାସ ଶୁକ୍ଳପକ୍ଷ ଏକାଦଶୀକୁ ଭୀଷ୍ମ ଏକାଦଶୀ ଭାବେ ପାଳନ କରାଯାଏ । ଏହା ଜୟା ଏକାଦଶୀ ବା ଭୈମୀ ଏକାଦଶୀ ଭାବରେ ମଧ୍ୟ ପରିଚିତ…