ଆଜିର ଖବର ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ ପାଳନ କଲେ ବିଜୁ ଜୟନ୍ତୀ ଝାରସୁଗୁଡା: ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ। ସାରା ଓଡିଶାରେ ଏହି ମହାନ ପୁରୁଷଙ୍କ ଜୟନ୍ତୀ ପାଳନ କରାଯାଉଛି। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ…