ଅପରାଧ ଝିଅକୁ ଦୁଷ୍କର୍ମ କରିବାର ପ୍ରତିଶୋଧ: ଅଭିଯୁକ୍ତ ପରିବାରର ୬ ଜଣଙ୍କୁ ହତ୍ୟା କଲା ବାପା ବିଶାଖାପାଟନା: ଆନ୍ଧ୍ରପ୍ରଦେଶର ବିଶାଖାପାଟନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରି ଜଣେ ଲୋକ ପୋଲିସ ନିକଟରେ ନିଜେ ଆତ୍ମସମର୍ପଣ…