ଆଜିର ଖବର ଟାଇମ୍ ୧୦୦ ଫିଲାନଥ୍ରୋପି ୨୦୨୫ ବିଶ୍ୱ ତାଲିକାରେ ମୁକେଶ ଏବଂ ନୀତା ଅମ୍ବାନୀ ସାମିଲ ନୂଆଦିଲ୍ଲୀ: ପ୍ରସିଦ୍ଧ ଆମେରିକୀୟ ପତ୍ରିକା ‘ଟାଇମ୍’ ଏହାର ପ୍ରଥମ ‘ଟାଇମ୍ ୧୦୦ ଫିଲାନଥ୍ରୋପି ୨୦୨୫’ ତାଲିକା ପ୍ରକାଶ କରିଛି, ଯେଉଁଥିରେ ଦାନ ଏବଂ ସମାଜସେବାର ଭବିଷ୍ୟତକୁ ଆକାର…