ଆଜିର ଖବର ପୁଣି ମାତିଲେ ମାଓବାଦୀ : ଉଡାଇଲେ ଟାଓ୍ବାର ମାଲକାନଗିରି : ପୁଣି ମାଓବାଦୀ ସକ୍ରିୟ ହୋଇଛନ୍ତି । ସୀମାରେ ଟାଓ୍ବାର ପୋଡିଛନ୍ତି । ମାଲ୍କାନଗିରି-ଛତିଶଗଡ ସୀମାରେ ମାଓ ହିଂସା ପରିଲକ୍ଷିତ ହୋଇଛି। ଛତିଶଗଡ୍ ସୁକ୍ମା ଜିଲ୍ଲା…