ଆଞ୍ଚଳିକ ବାଣପୁର: ଯୌତୁକ ଜୁଇରେ ବଳି ପଡିଲେ ମହିଳା!, ନାଚୁଣୀ ଥାନାରେ ଅଭିଯୋଗ କଲେ ପରିବାର ଲୋକ ବାଣପୁର/ନାଚୁଣୀ (ସୀତାରାମ ଅଗ୍ରୱାଲ): ବାଣପୁର ଅଂଚଳର ଜଣେ ମହିଳା ଯୌତୁକ ଜୁଇରେ ବଳି ପଡିଛନ୍ତି। ଝିଅର ପରିବାର ଲୋକ ଟାଙ୍ଗୀ ଡାକ୍ତରଖାନାରେ ମରି ପଡ଼ିଥିବା ଦେଖି ଶଶୁର…