ଧର୍ମ ତିନିଠାକୁର ବାହାରକୁ ଆସିଲେ ତାଙ୍କ ମସ୍ତକରେ ଶୋଭା ପାଏ ଟାହିଆ, ଏହା କଣ, କିଏ କରେ ଭୁବନେଶ୍ବର: ତିନିଠାକୁର ଯେତେବେଳେ ମନ୍ଦିର ବାହାରକୁ ଆସନ୍ତି ସେତେବେଳେ ତାଙ୍କ ମସ୍ତକରେ ଶୋଭା ପାଇଥାଏ ଟାହିଆ ବା ମୁକୁଟ। ଏହି ଟାହିଆ ଯେତେବେଳେ ଝୁଲେ ସେତେବେଳେ ଭକ୍ତର…