ଆଜିର ଖବର ମା ସୁନା ଚେନ୍ ବିକ୍ରୟ କରି କିଟ୍ ବ୍ୟାଗ୍ କିଣିଥିଲେ… ଜାଣନ୍ତୁ ଧ୍ରୁଭ୍ ଜୁରେଲ୍ କିଏ, ଯିଏ ଟେଷ୍ଟ ସିରିଜ୍ ପାଇଁ ଦଳରେ ପାଇଛନ୍ତି ସ୍ଥାନ ନୂଆଦିଲ୍ଲୀ: ଭାରତୀୟ ଦଳ ବର୍ତ୍ତମାନ ଆଫଗାନିସ୍ତାନ ବିପକ୍ଷରେ ଟି -୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳୁଛି। ଏହା ପରେ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ସହିତ ଟେଷ୍ଟ ସିରିଜ ଖେଳିବାକୁ…