ଆଜିର ଖବର ହିମାଚଳ ନିର୍ବାଚନ: ୫ ବିଦ୍ରୋହୀ ନେତାଙ୍କୁ ଦଳରୁ ନିଲମ୍ବିତ କଲା ବିଜେପି ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଟିକେଟ୍ କଟିବା ଯୋଗୁଁ ବିଭିନ୍ନ ଦଳର ଅନେକ ସଦସ୍ୟ ଅସନ୍ତୋଷ ଥିବା ଜଣାପଡିଛି। ଏହି ନିର୍ବାଚନରେ ବିଜେପି ବହୁ ପୁରୁଣା…