ଜାତୀୟ ଖବର ଏନଏଫଏସଏ ଓ ଟିପିଡିଏସ ପରିଚାଳନା ମୂଲ୍ୟାଙ୍କନ: ରାଜ୍ୟ ମାନ୍ୟତା ସୂଚକାଙ୍କର ଶୀର୍ଷରେ ଓଡ଼ିଶା ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ)ର କାର୍ଯ୍ୟକାରିତାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ରାଜ୍ୟ ମାନ୍ୟତା ସୂଚକାଙ୍କ ୫ ଜୁଲାଇ, ୨୦୨୨ରେ ଜାରି…