ବିଶେଷ ଖବର “ପ୍ରଧାନମନ୍ତ୍ରୀ ଟିବିମୁକ୍ତ ଭାରତ ଅଭିଯାନ” ଶୁଭାରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ: “ଜନସ୍ୱାର୍ଥ ଦୃଷ୍ଟିରୁ କୌଣସି କଲ୍ୟାଣକାରୀ ଯୋଜନା ଆରମ୍ଭ କରାଗଲେ ତାହାର ସଫଳତା ସମ୍ଭାବନା ବହୁଗୁଣିତ ହୋଇଥାଏ। ସମ୍ମାନୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୁଦ୍ଧକାଳୀନ ଭିତ୍ତିରେ ଜନଭାଗୀଦାରିତା…