ବିଶେଷ ଖବର ଅନାସ୍ଥା ପ୍ରସ୍ତାବ ବିତର୍କର ପ୍ରଥମ ଦିନ: ଟିମ୍ ମୋଦିଙ୍କ ଆଧିପତ୍ୟ ଥିଲା ନା ଇଣ୍ଡିଆର? ନୂଆଦିଲ୍ଲୀ: ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ମଙ୍ଗଳବାର ଦିନ ଲୋକସଭାରେ ଆଲୋଚନା ଆରମ୍ଭ ହୋଇଛି, ଯେଉଁଥିରେ କଂଗ୍ରେସ ଓ ବିଜେପି ନେତାମାନେ ପରସ୍ପରକୁ କଡ଼ା ସମାଲୋଚନା କରିଛନ୍ତି।…