ଆଜିର ଖବର ଅଟୋମେଟିକ୍ ରୁଟ୍ ମାଧ୍ୟମରେ ଟେଲିକମ୍ କ୍ଷେତ୍ରରେ ୧୦୦% ଏଫଡିଆଇକୁ ମଞ୍ଜୁରୀ: ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀ: ଅଟୋମେଟିକ୍ ରୁଟ୍ ଅନ୍ତର୍ଗତ ଟେଲିକମ୍ କ୍ଷେତ୍ରରେ ୧୦୦% ବିଦେଶୀ ପ୍ରତ୍ୟକ୍ଷ ନିବେଶ (ଏଫଡିଆଇ) କୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଆଜି କ୍ୟାବିନେଟ ବୈଠକରେ ନିଆଯାଇଥିବା…