ଆଜିର ଖବର ହିଟ୍ ଆଣ୍ଡ ରନ୍ ମୃତ୍ୟୁ ସଂଖ୍ୟା ଉପରେ ମଧ୍ୟ ନଜର ପକାଇବା ଉଚିତ! ନୂଆଦିଲ୍ଲୀ: ହିଟ୍ ଆଣ୍ଡ ରନ୍ ମାମଲାରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ର ନୂଆ ବ୍ୟବସ୍ଥା ବିରୋଧରେ ଟ୍ରକ୍ ଅପରେଟରମାନଙ୍କ ଧର୍ମଘଟ ସମଗ୍ର ଦେଶକୁ ଅସ୍ତବ୍ୟସ୍ତ କରିଦେଇଛି।…