ଆଜିର ଖବର ଟ୍ରେନ ଯାତ୍ରୀଙ୍କୁ ଝଟକା: କମ ଦୂରତା ଯାତ୍ରା କରୁଥିଲେ ଲାଗିବ ଅଧିକ ଭଡା ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଟ୍ରେନ ଯାତ୍ରୀଙ୍କୁ ଝଟକା ଲାଗିଛି। ରେଳବାଇ ଦ୍ଵାରା ଜାରି ହୋଇଥିବା ସୂଚନା ଅନୁସାରେ ଟ୍ରେନ ଟିକେଟର ଦାମକୁ ବୃଦ୍ଧି କରାଯାଇଛି। କମ…