ଆଜିର ଖବର ରାବଣ ପୋଡ଼ି ସମୟରେ କଙ୍ଗନା ରନାୱତ କଲେ ବଡ ଭୁଲ, ସୋସିଆଲ ମିଡିଆରେ ଅଭିନେତ୍ରୀ ହେଲେ ଟ୍ରୋଲ ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତ ତାଙ୍କ ଫିଲ୍ମ ‘ତେଜସ୍’ ରିଲିଜ୍ ପୂର୍ବରୁ ଏକ ଇତିହାସ ସୃଷ୍ଟି କରିଛନ୍ତି। ଏହି ଅଭିନେତ୍ରୀ ଦିଲ୍ଲୀର ପ୍ରସିଦ୍ଧ ଲବ କୁଶ…