ଠିକା ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ଵର: ଆଜି ସକାଳେ ରାୟଗଡା ୟାର୍ଡରେ ଏକ ପୁସ୍ ଟ୍ରଲିର ଛତା ଗୋଟିଏ ମାଲବାହୀ ଟ୍ରେନ୍ ର ଚଳନ୍ତା ୱାଗନରେ ଫସିଯିବା ଘଟଣା ଘଟିଛି। ଟ୍ରଲିଟି ୟାର୍ଡରେ…