ରାଜ୍ୟ ଖବର ‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମରେ କବି ନାରାୟଣ ମୁଦୁଲିଙ୍କ ଚାରୋଟି କବିତା ପୁସ୍ତକ ଲୋକାର୍ପିତ ଭୁବନେଶ୍ୱର: ପ୍ରତିଟି ସାରସ୍ୱତ ସଂରଚନାର ସମ୍ବେଦନାର ସୂତ୍ରଟିଏ ଥାଏ । କାରୁଣ୍ୟରୁ ଉତ୍ତୀର୍ଣ୍ଣ ସାହିତ୍ୟ ସୃଷ୍ଟି ହୋଇଥାଏ ବୋଲି ବିଶିଷ୍ଟ ସାହିତ୍ୟିକା ଡ. ଅର୍ଚ୍ଚନା ନାୟକ ପ୍ରକାଶ…