ଆଜିର ଖବର ରଥଯାତ୍ରା ଭଳି ଏଥର ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା: ଜୁଲାଇ ୨୫ ଯାଏଁ ମହାପ୍ରଭୁଙ୍କ ଦର୍ଶନ ମନା ପୁରୀ: ଚଳିତ ବର୍ଷ ରଥ ଯାତ୍ରା ଭଳି ଦେବସ୍ନାନ ପୂର୍ଣ୍ଣିମା ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେବ। ଆଜି ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା।…